Monday, November 2, 2026

ଏଡ଼େ ଉଦାର ପଣ କାହିଁ ଲୁଚାଇଲ

ଏଡ଼େ ଉଦାର ପଣ କାହିଁ ଲୁଚାଇଲ ହେ ଭକ୍ତ ସଖା ନିରନ୍ତର ଗୁଣ ଗାଉଛି ନ ଶୁଣୁଛ ଧଉଛି ଭାବ ଅଖା ମଙ୍ଗଳ ଆଳତି ବେଳରେ ଗରୁଡ ପଛରେ ଚାହିଁଛି ଆଉ କେଉଁଠି ଲୁଚିବ ଚକାଆଖି ନୂଆ ମେଘ ମଖା

No comments:

Post a Comment