Tuesday, November 3, 2026

ଦେହକୁ ମଣିଥିଲି

ଦେହକୁ ମଣିଥିଲି ଅତି ଘନିଷ୍ଠ ବୋଲିଣ ସବୁଠୁଁ ବେଶୀ ସିଏ ମୋତେ ଠକିଦେଲା ଯେଉଁମାନେ ମୋ ଜୀବନର ପରମ ଶତ୍ରୁ ସେହି ଇନ୍ଦ୍ରିୟ ବିକାରଙ୍କୁ ସେ ବିକିଦେଲା

No comments:

Post a Comment