Monday, November 2, 2026

ସକଳ ଭୂତରେ ତୁହି କୃଷ୍ଣ

ସକଳ ଭୂତରେ ତୁହି କୃଷ୍ଣ ହେ ଏକ ଆତ୍ମା ତୁହି ହେ କୃଷ୍ଣ ପିତା ମାତା ହୃଦୟ ମମତା ବ୍ରହ୍ମଦାରୁ ସୂର୍ଯ୍ୟ ଚନ୍ଦ୍ର ଅପଲକ ତୁହି କୃଷ୍ଣ ସନାତନ ସାରଥୀ ତୁହି କୃଷ୍ଣ ହେ ସମତା

No comments:

Post a Comment