Tuesday, November 3, 2026

କମଳିନୀ ହସ୍ତରେ କମଳ

କମଳିନୀ ହସ୍ତରେ କମଳ କଢି ଦେଖିଲେ ଉଲ୍ଲସିତ ବାଳ ରବି କୁମୁଦ କଢି ଉଲ୍ଲସିତ ହୁଏ ଦେଖିଲେ ଗଙ୍ଗାଧର ଜଟାରେ ଜହ୍ନ ନୀଳକନ୍ଦର ରତ୍ନ ସିଂହାସନରେ ପତିତପାବନ ଦାରୁବ୍ରହ୍ମ ଦେଖି ବ୍ରହ୍ମାନନ୍ଦରେ ନୃତ୍ୟ କରେ ମୋ ଆତ୍ମା ଉଲ୍ଲସିତ ପୁଲକିତ ମନ

No comments:

Post a Comment