Tuesday, November 3, 2026

ସେହି କୁହୁକ ଚକାଡ଼ୋଳା

ସେହି କୁହୁକ ଚକାଡ଼ୋଳା କିବା ଅଛି ମୋ ବଉଳ ଲୋ ମୋତେ ନ ଜଣାଇ ଆଖି ବୁଲୁଥାଏ ଚନ୍ଦନ ଅର୍ଗଳୀରେ ତୁହି ମୋ ପ୍ରାଣଠାରୁ ଆହୁରି ପ୍ରିୟ ସେଥି ଲାଗି କହୁଅଛି ଲାଗୁଅଛି ଏକ ତରଫା ପ୍ରେମ ହୋଇଛି ବନମାଳୀରେ

No comments:

Post a Comment