Tuesday, November 3, 2026

ହେ କୃଷ୍ଣ ମୋର ଆତ୍ମା

ହେ କୃଷ୍ଣ ମୋର ଆତ୍ମା ଗୋଟିଏରୁ ହେଲ ଅଶେଷ ଅତି କ୍ଷୁଦ୍ର ବୁଦ୍ଧି ମୋର ନ ବୁଝି ପାରଇ ତୁମ୍ଭ ମାୟା ଶ୍ରୀରାଧା ହୃଦୟ କମଳ କେଶରରେ କଳା ଭ୍ରମର ମୋ ପ୍ରାଣ ଛନ୍ଦା ଚରଣରେ ଶରଣ ଦିଅ ବହି ଦୟା

No comments:

Post a Comment