Monday, November 2, 2026

ଯେଉଁଠି ଛୁଇଁଦେଲେ

ଯେଉଁଠି ଛୁଇଁଦେଲେ ଚକାଡ଼ୋଳାଙ୍କୁ ନିମ୍ବ କାଷ୍ଠଠାରୁ ଆହୁରି ପିତା ଗୁଣ କର୍ମ ପରମ ପାବନ ପତିତ ପାବନ ଶ୍ରୀମଦ ଭାଗବତ ଗୀତା ଭାଇ ବଳିଆ ଶିବ ଯୋଗୀ ଭଉଣୀ ସୁଭଦ୍ରା ଦୁର୍ଗତୀ ନାଶିନୀ ଦୁର୍ଗା ଶ୍ରୀକ୍ଷେତ୍ର ସାଆନ୍ତାଣୀ କମଳା ଦାରିଦ୍ର୍ୟ ଭଞ୍ଜନୀ ସର୍ଵମ ସହ ସୀତା

No comments:

Post a Comment