ବିକାର ଆଡେଇ ବେଗେ ଚଳ ମୋର ମାନସ ଇନ୍ଦ୍ରିୟ ଶ୍ରୀପୁରୁଷୋତ୍ତମ ନୀଳକନ୍ଦର
ଦର୍ଶନ କରିବା ଅର୍ଜୁନ ସଖା କେଶବ କୁନ୍ତୀ ସ୍ତୁତି କୃଷ୍ଣ ଶ୍ରୀରାଧା ପ୍ରେମ ଶ୍ୟାମ ସୁନ୍ଦର
ଆଶା ବୈତରଣୀ ପୂର୍ଣ୍ଣ ହେବ ଭେଟି ମହୋଦଧି ବେଳା ନୀଳ ମନ୍ଦର ଭକ୍ତ ମନ୍ଦାର
ପତିତ ପାବନ ଚତୃର୍ଦ୍ଧା ବିଗ୍ରହ ଲକ୍ଷ୍ମୀକାନ୍ତ ଜଗନ୍ନାଥ କନିଷ୍ଠ ଆଙ୍ଗୁଷ୍ଠିରେ ଗିରି ମନ୍ଦର
No comments:
Post a Comment