Monday, November 2, 2026

ଅଲେଖ ଅରୂପ ଅଚିନ୍ତ୍ୟ

ଅଲେଖ ଅରୂପ ଅଚିନ୍ତ୍ୟ ହୋଇଲେ ମଙ୍ଗଳ ଚତୃର୍ଦ୍ଧା ରୂପ ସ୍ମରଣ ଚିନ୍ତନ ଦର୍ଶନ କୀର୍ତ୍ତନରେ କଳିରେ ଛାଡଇ ପାପ ନବଧା ଭକ୍ତିରେ ସଚରାଚର ବ୍ରହ୍ମାଣ୍ଡ ବାନ୍ଧିଛନ୍ତି ଜଗନ୍ନାଥ ଚରଣ ରଙ୍କା କମଳିନୀ ଶିବ ବ୍ରହ୍ମା ନାମକୁ କରୁଛନ୍ତି ଜପ

No comments:

Post a Comment