Tuesday, November 3, 2026

ଜଗନ୍ନାଥଙ୍କର ଗୋଟିଏ

ଜଗନ୍ନାଥଙ୍କର ଗୋଟିଏ ଡୋଳାରେ ମୋର ମାଆର ଅପେକ୍ଷା ମହାବାହୁଙ୍କ ଆଉ ଗୋଟିଏ ଡୋଳାରେ ମୋ ବାପ ଆଲିଙ୍ଗନ ହୃଦୟ କମଳ କେଶରରେ କମଳା ସହ ବସ ହେ ଅଧାଗଢା ଭକ୍ତି ଲୁହରେ ପଖାଳି ଦେବ ଛନ୍ଦା ଚରଣ ରାମ ଶିଶୁ ଅଜ୍ଞାନ

No comments:

Post a Comment