Monday, July 27, 2026

ରବି ସୁଧାକର ଚକାଡୋଳା

ସୂର୍ଯ୍ୟ ସୁଧାକର ତୁମ୍ଭର ବେନି ଚକାଡୋଳା ତୁମ୍ଭେ ନିରାକର ଆକାର ଓଁକାର ପଞ୍ଚ ଭୁତ ସୃଷ୍ଟି ସ୍ଥିତି ଲୟ ତୁମ୍ଭର ଅପଲକ ଦୃଷ୍ଟିରେ ତୁମ୍ଭେ ଶବ୍ଦ ରୂପ ରସ ଗନ୍ଧ ସନ୍ଧ୍ୟା ପ୍ରଭାତ

No comments:

Post a Comment