Wednesday, July 29, 2026

ମନ୍ତ୍ରଙ୍କ ମଧ୍ୟରେ ଓଁକାର ତୁମ୍ଭେ ଗୋବିନ୍ଦ

ମନ୍ତ୍ରଙ୍କ ମଧ୍ୟରେ ଓଁକାର ତୁମ୍ଭେ ଗୋବିନ୍ଦ ଦିବସ ଆରମ୍ଭ ପ୍ରଭାତ ତୁମ୍ଭେ ଗୋବିନ୍ଦ ଶରଣ ଶ୍ରୀକ୍ଷେତ୍ର ତୁମ୍ଭରି ଛନ୍ଦା ଚରଣ ତୁମ୍ଭେଟି ଗୋବିନ୍ଦ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ

No comments:

Post a Comment