Tuesday, July 21, 2026

ମୋ ହୃଦ କମଳ କେଶରରେ

ମୋ ହୃଦ କମଳ କେଶରରେ ଆସୀନ ହେବ ଆଉ କେଉଁଠି ମନ ଲାଗିଲେ ହେ ବାସୁଦେବ ଶ୍ରୀଜଗନ୍ନାଥ ଭାଗବତ ପଢି ଶୁଣେଇବି ପ୍ରଭୁ ନିର୍ଗୁଣ ବ୍ରହ୍ମ ଶୁନ୍ୟ ଦେହୀ ରୋମାଞ୍ଚିତ ହେବ

No comments:

Post a Comment