Thursday, July 30, 2026

ଭାଗ୍ୟବନ୍ତ କେହି କେବେ

ଭାଗ୍ୟବନ୍ତ କେହି କେବେ ଦେଖିଛି କି ଦେବକୀ ସୁତକୁ ବାସୁଦେବ ଶିରରେ ନାଗ ଫଣା ଢାଙ୍କି ନେଲେ ଗୋପକୁ ଗୋବିନ୍ଦ ଛନ୍ଦା ପାଦରେ ଲୋଟିବାକୁ ଏହି ଆତ୍ମା ବିକଳ ବୈଷ୍ଣବ ହେ ଆଉ ବୋହି ଚାଲି ନ ପାରେ ମୋ ପାପାକୁ

No comments:

Post a Comment