Sunday, July 26, 2026

ଜୀବକୁ ପାଦ ଦେଇଛି ହେ ଅଧାଗଢା

ଜୀବକୁ ପାଦ ଦେଇଛି ହେ ଅଧାଗଢା ସଦା ସର୍ବଦା ଧାଇଁଛି ମାୟା ପଛରେ ଚକାଡୋଳା ଅପଲକ କୃପା ହେଲେ ଭଜିବ ତୁମ୍ଭଙ୍କୁ ନବଧା ଭକ୍ତି ଗୁଚ୍ଛରେ

No comments:

Post a Comment