Monday, July 27, 2026

ଆହାଃ କେଡେ ଆତ୍ମା ମୋହକ ରୂପ ଶ୍ରୀଜଗନ୍ନାଥ

ଆହାଃ କେଡେ ଆତ୍ମା ମୋହକ ରୂପ ଶ୍ରୀଜଗନ୍ନାଥ କୃଷ୍ଣ ନାମ ରାମ ନାମ ବିଷ୍ଣୁ ମୋହିନୀ ଭାଣ୍ଡ ସୁଧା ଆହାଃ ଦିବାନିଶି କେତେ ଝୁରିହୁଏ ଚକାଡ଼ୋଳାଙ୍କୁ ଥରେ ଭାବ ଡୋରିରେ ବାନ୍ଧିବାରେ କି ଅସୁବିଧା

No comments:

Post a Comment