Friday, July 31, 2026

ସୂର୍ଯ୍ୟ ଚନ୍ଦ୍ର ଆକାର ଚକ୍ଷୁ ତୁମ୍ଭର ଚକାଡୋଳା

ସୂର୍ଯ୍ୟ ଚନ୍ଦ୍ର ଆକାର ଚକ୍ଷୁ ତୁମ୍ଭର ଚକାଡୋଳା ମହାବାହୁ ହେ ଅବଶ୍ୟ ଦିଶୁ ଥିବ ମୋ ଦୁଃଖ ବାସୁଦେବ ବ୍ରହ୍ମଦାରୁରେ ଗଢା ଚତୃର୍ଦ୍ଧା ମୂର୍ତ୍ତି ଛନ୍ଦା ଚରଣରେ ଶରଣ ଦିଅ ହେ ପଦ୍ମ ମୁଖ

No comments:

Post a Comment