Friday, July 31, 2026

ଚକାଡୋଳା ହେ କେତେ ଚାହିଁଥିବ ଶ୍ରୀରାଧା ବାଟକୁ

ଚକାଡୋଳା ହେ କେତେ ଚାହିଁଥିବ ଶ୍ରୀରାଧା ବାଟକୁ ଅଧାଗଢା ଅପଲକ ଠାରିଲେ ହୃଦୟରେ ବୁଲେଇବି ଆରତ୍ତ ନାଶନ ବାନା ବଢ଼େଇଦେବେ ଛନ୍ଦା ପାଦକୁ ସଧିରେ ସେବୁଥିବି ଭାବ ସାଗର ଜଳରେ ବୁଡିଯିବି

No comments:

Post a Comment