Monday, July 27, 2026

ତୁମ୍ଭେ ଗୋବିନ୍ଦ ବ୍ରହ୍ମଦାରୁ ଅଧାଗଢା ଦିଅଁ

ତୁମ୍ଭେ ଗୋବିନ୍ଦ ବ୍ରହ୍ମଦାରୁ ଅଧାଗଢା ଦିଅଁ ମୁହିଁ ଲିଭି ଯାଉଥିବା ଏକ କ୍ଷୁଦ୍ର ଦୀପଟିଏ ଚକାଆଖିକୁ ଦେଖିଲେ କଣ ମନ ପୁରିଛି ଛନ୍ଦା ଚରଣକୁ ମୁଁ ଶିର ଲଗାନ୍ତି ଥରୁଟିଏ

No comments:

Post a Comment