Tuesday, July 28, 2026

ସଦା ନୟନ ପଥରେ ଥିବ ହେ ଗୋପୀନାଥ

ସଦା ନୟନ ପଥରେ ଥିବ ହେ ଗୋପୀନାଥ ମୁହିଁ ଛେଉଣ୍ଡ ଅସହାୟ ତୁମ୍ଭେଟି ଅନାଥ ନାଥ ବିକାର ଇନ୍ଦ୍ରିୟ ମେଳରେ ବୁଦ୍ଧି ପାଣ୍ଡଵ ପତ୍ନୀ ଅଧାଗଢା ହେ ବଢ଼ାଅ ଛନ୍ଦା ପାଦ ବଢ଼ା ହାତ

No comments:

Post a Comment