Tuesday, July 28, 2026

ଜଗନ୍ନାଥ ହେ କେବେ ହେବ ଅତି ନିଜର

ଜଗନ୍ନାଥ ହେ କେବେ ହେବ ଅତି ନିଜର ଛନ୍ଦା ଚରଣ ପଖାଳିବ ଏହି ଆଖିର ନିର ମାଆ କମଳା ଭଳି ସେବି ଅଭୟ ପୟର ମହାପାବନ ହେବି ଯେହ୍ନେ ଜାହ୍ନବୀ ନିର

No comments:

Post a Comment