Friday, July 31, 2026

ଏହି ଅତି ଦୁର୍ଲଭ ମନୁଷ୍ୟ ଜୀବନଟି ହରି ଚନ୍ଦନ

ଏହି ଅତି ଦୁର୍ଲଭ ମନୁଷ୍ୟ ଜୀବନଟି ହରି ଚନ୍ଦନ ନିଷ୍କାମ ସେବାରେ ନୀଳକନ୍ଦର ମହ ମହା ବାସେ ଏହି ଦୁର୍ଲଭ ନର ଜନ୍ମ ମୁକ୍ତି ଲାଗି ଅପୂର୍ବ ସୁଯୋଗ ବିକାର ତେଜିଲେ ମନ ଆନନ୍ଦ ସାଗରରେ ଭାସେ

No comments:

Post a Comment