Sunday, July 26, 2026

କାହିଁ କିଛି ହିଁ ନିଷ୍କାମ ସେବା କରିଥିବା ମନେ ପଡୁନି

କାହିଁ କିଛି ହିଁ ନିଷ୍କାମ ସେବା କରିଥିବା ମନେ ପଡୁନି ଲୋଭ କରେ ଛୁଇଁବାକୁ ଅଧାଗଢାଙ୍କର ଛନ୍ଦା ଚରଣ ନୀଳଚକ୍ରରେ ପତିତପାବନ ବାନା ଫର ଫର ଉଡୁଛି ଦର୍ଶନ କରି ପାପୀ ଲୋଭ କରି ପାରେ ନାହିଁ ସମ୍ବରଣ

No comments:

Post a Comment