Tuesday, July 28, 2026

କେଉଁଠି ଖୋଜିବି ତୁମ୍ଭଙ୍କୁ ଗୋବିନ୍ଦ

କେଉଁଠି ଖୋଜିବି ତୁମ୍ଭଙ୍କୁ ଗୋବିନ୍ଦ ତୁମ୍ଭେ ମହାବାହୁ ମୋହର ହୃଦରେ ଆଉ କାହା ଶରଣ ଯିବ ଏହି ଅଧମ ମଥା ଥୋଇଛି ମୁହିଁ ଛନ୍ଦା ପାଦରେ

No comments:

Post a Comment