Thursday, July 30, 2026

ଏହି ଜୀବନ ଗୋଟିଏ ଉଚ୍ଛୁଳା ଅମୃତ

ଏହି ଜୀବନ ଗୋଟିଏ ଉଚ୍ଛୁଳା ଅମୃତ ଭାଣ୍ଡଟିଏ ଭୁଞ୍ଜିବ ଭୁଞ୍ଜାଇବ ଶ୍ରୀଜଗନ୍ନାଥଙ୍କ ଅବଢ଼ା ସମାନ କେବେ ନିଷ୍କାମ ପ୍ରେମ ଅଭାବ ଅନୁଭଵ କଲେ ନିଶ୍ଚୟ ହୃଦୟ ପୂର୍ଣ୍ଣ କରିବେ ଶ୍ରୀପତି ଗରୁଡାସନ

No comments:

Post a Comment