Wednesday, July 29, 2026

ତୁମ୍ଭେ ଯେତେବେଳେ ଚାରମାଳ ଚଢ଼ ହେ ଚକାଡୋଳା

ତୁମ୍ଭେ ଯେତେବେଳେ ଚାରମାଳ ଚଢ଼ ହେ ଚକାଡୋଳା ହେ ବ୍ରହ୍ମଦାରୁ ମୋର ଆତ୍ମା ଲୋଟଇ ଛନ୍ଦା ଚରଣରେ ଥରୁଟିଏ ଆଖି ପତାରେ ଠାରି ଦିଅନ୍ତନି ହେ ମହାବାହୁ ଅନ୍ତର୍ଯ୍ୟାମୀ ଅବଶ୍ୟ ଜାଣବ କି ଆକୁଳତା ପରାଣରେ

No comments:

Post a Comment