Monday, July 27, 2026

ଯୋଗ ଜ୍ଞାନ ଭକ୍ତି ସନ୍ୟାସ ତପସ୍ୟା ନିଷ୍କାମ

ଯୋଗ ଜ୍ଞାନ ଭକ୍ତି ସନ୍ୟାସ ତପସ୍ୟା ନିଷ୍କାମ କିଛି ସାଧି ନାହିଁ କେମିତି ତୁମକୁ କୃଷ୍ଣ ପାଇବି ତୁମର ନିଜର ନିଜର ଲାଗୁଥିବା ଆଖିକୁ ଚାହିଁ ହୃଦୟ କମଳରେ କମଳା ବଲ୍ଲଭଙ୍କୁ ଧ୍ୟାୟୀବି

No comments:

Post a Comment