Tuesday, July 28, 2026

ମୋର ବାସନା ରସନାରେ

ମୋର ବାସନା ରସନାରେ ଚାଖ ହରେ କୃଷ୍ଣ ହରେ ରାମ ନିରନ୍ତର ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ ନାମ ବ୍ରହ୍ମ ନାମ ଦାରୁବ୍ରହ୍ମ ନାମ ଆତ୍ମା ରାମ ନାମ ଗୋବିନ୍ଦ ବିଷ୍ଣୁ ମୋହିନୀ ଭାଣ୍ଡ ସୁଧା ଚାଖିଲେ ନ ଦଣ୍ଡିବ କାଳ ଯମ

No comments:

Post a Comment