Monday, July 27, 2026

ଯମୁନାକୁ ପାଣି ଆଣି ଯିବାଟା କେବଳ ବାହାନା

ଯମୁନାକୁ ପାଣି ଆଣି ଯିବାଟା କେବଳ ବାହାନା ହୃଦୟ ଚୋର ଶ୍ୟାମଙ୍କୁ ନ ଦେଖି ନ ପାରେ ରହି ଚକାଡୋଳାଙ୍କୁ ଦର୍ଶନ କରିବାରେ ଯେଉଁ ଆନନ୍ଦ ପ୍ରାଣ ମିତଣୀ ଲୋ ଭାଷାରେ କିଏ ପାରିବ କହି

No comments:

Post a Comment