Thursday, July 30, 2026

ମୋ ହୃଦୟ ହରି ଚନ୍ଦନ

ଅତି ବଡ ଆଁ କରରେ ମୋ ହୃଦୟ ହରି ଚନ୍ଦନ ଧନ୍ୟ ହୋଇବି ବ୍ରହ୍ମ ତୁଣ୍ଡରେ ଦେଖି ବ୍ରଜ ମାଟି ମାଟି ଖାଇ ନ ଥିଲେ ଦେଖିବି ଅଖିଳ ବ୍ରହ୍ମାଣ୍ଡ ଶୁନ୍ୟ ହୋଇ ପାପରୁ ଯମ ଦଣ୍ଡରୁ ଯିବି ଫିଟି

No comments:

Post a Comment