Sunday, July 26, 2026

ମାଆ ଯାହାକୁ ବଢ଼େଇଛି ପଣତ କାନି

ମାଆ ଯାହାକୁ ବଢ଼େଇଛି ପଣତ କାନି ତାହାର କିବା କରି ପାରିବ ଆଖି ଲୁହ ମାଆ ଯାହାକୁ କୋଳକୁ ଆଉଜିନିଏ କିବା କରିବ ସୂର୍ଯ୍ୟ ତନୟ ଦୃଷ୍ଟି ଭୟ

No comments:

Post a Comment