Friday, July 31, 2026

ଏହି ଦେହ ପଞ୍ଜୁରୀରେ ଆଶାର ଗଣ୍ଠିଲି

ଏହି ଦେହ ପଞ୍ଜୁରୀରେ ଆଶାର ଗଣ୍ଠିଲି ଫିଟାଉ ବାନ୍ଧୁ ଫିଟାଉ ବାନ୍ଧୁ କାଳ ସରେ ଯାହାର ପ୍ରାରବ୍ଧ ନିଷ୍କାମ ସେବାର ପୂଣ୍ୟ ନିଷ୍କାମ ପ୍ରେମ ବାଣ୍ଟି ବାଣ୍ଟି ସଂସାରୁ ତରେ

No comments:

Post a Comment