Thursday, July 30, 2026

ବରଷି ଗଲା ମୁଷଳ ଶ୍ରାବଣର ଧାରା

ବରଷି ଗଲା ମୁଷଳ ଶ୍ରାବଣର ଧାରା ଭିଜେଇ ମଜେଇ ସଜେଇ ବନ ଭୂଇଁ ପବନ ସୁତ ଭସେଇ ନେଲା ନବଘନ କଳାଶ୍ରୀମୁଖ ମୋତେ ଗଲେ ଭସେଇ

No comments:

Post a Comment