Tuesday, July 28, 2026

ବୈଷ୍ଣବ ଦୁଆରେ ପଡି ପଡି ପିଣ୍ଡରୁ ପ୍ରାଣ ଯାଉ

ଚକାଡୋଳା ଚକାଆଖିରେ ଜୀବ ଭାବ ଥୋଇ କୃଷ୍ଣ ଦାସ ଦୁଆର ଝାଡୁ କରୁ କରୁ ରାତି ପାହୁ ଶ୍ରୀହରି ଲୀଳା ସଙ୍କୀର୍ତ୍ତନ ସୁଧା କର୍ଣ୍ଣ ପିଉ ଥାଉ ବୈଷ୍ଣବ ଦୁଆରେ ପଡି ପଡି ପିଣ୍ଡରୁ ପ୍ରାଣ ଯାଉ

No comments:

Post a Comment