Wednesday, July 29, 2026

ତୁମ୍ଭେ ଶ୍ରୀକୃଷ୍ଣ ତୁମ୍ଭେ ହିଁ ଶ୍ରୀରାମ

ତୁମ୍ଭେ ଶ୍ରୀକୃଷ୍ଣ ତୁମ୍ଭେ ହିଁ ଶ୍ରୀରାମ ଓଁକାର ବ୍ରହ୍ମ କେବଳ ଶୁଦ୍ଧ ପ୍ରେମ ହୃଦ ପଦ୍ମରେ ବଡ ସିଂହାର ବେଶ ଛନ୍ଦା ଚରଣର ରୋମାଞ୍ଚ ଆରାମ

No comments:

Post a Comment