Thursday, July 30, 2026

ସକଳ ନଦୀ ଗୁଡିକର ଗତି ସଦା ନିରନ୍ତର ନିମ୍ନକୁ

ସକଳ ନଦୀ ଗୁଡିକର ଗତି ସଦା ନିରନ୍ତର ନିମ୍ନକୁ ତେହ୍ନେ ଶୁଦ୍ର ରାମର ଗତି ଗୋବିନ୍ଦ ଛନ୍ଦା ପାଦକୁ ସର୍ବ ମୟୁର ଗୁଡିକର ଦୃଷ୍ଟି ଗଗନ କଳା ମେଘକୁ ତେହ୍ନେ ପତିତ ରାମ ଚାହିଁଛି ଗୋପୀ ହୃଦ ଚାନ୍ଦକୁ

No comments:

Post a Comment