Sunday, July 19, 2026

ସଦା ସର୍ବଦା ଝୁରିବା ମୋ କପାଳ ଲେଖା

ସଦା ସର୍ବଦା ଝୁରିବା ମୋ କପାଳ ଲେଖା ତାହା ସହିତ ସମ୍ପୂର୍ଣ୍ଣ ସମ୍ମତ ହସ୍ତର ରେଖା ଅଶେଷ ନିରାଶା ପରେ ମୁଁ ଗରୁଡ ପଛରେ ଛନ୍ଦା ଚରଣ ବଢ଼ାଇବେକି ଅର୍ଜୁନଙ୍କ ସଖା

No comments:

Post a Comment