Sunday, July 19, 2026

ନାରାୟଣଙ୍କର ଶଯ୍ୟା

ନାରାୟଣଙ୍କର ଶଯ୍ୟା ଆଉ ଛତ୍ର ହେ ଶେଷ ନାଗ ଇନ୍ଦ୍ରିୟ ବିକାର ମେଳେ ବୈକୁଣ୍ଠକୁ ଭୁଲିଗଲି ବାଟ ଗୋବିନ୍ଦ ଛନ୍ଦା ଚରଣ ମୋର ଲାଗି ଅଭୟ ନିବାସ ନାଗ ଆଗେ ଆଗେ ରାମ ପଛେ ପଛେ ସରିବ ହାଟ

No comments:

Post a Comment