Monday, July 13, 2026

ଶ୍ରୀପତିଙ୍କୁ ସୁଆଦ କମଳା ହାତ ରନ୍ଧା ପରଶା

ଶ୍ରୀପତିଙ୍କୁ ସୁଆଦ କମଳା ହାତ ରନ୍ଧା ପରଶା ରସନାକୁ ସୁଆଦ ଅଧାଗଢା ଛନ୍ଦା ଚରଣ ରେଣୁ ନାଗ ପୃଷ୍ଠ ଶୟନାଙ୍କୁ ସୁଖ କମଳା ପଦ ସେବା ଆତ୍ମାକୁ ମହନୀ କୃଷ୍ଣ ହସ୍ତରେ ମୋହନ ବେଣୁ

No comments:

Post a Comment