Friday, July 10, 2026

ରାମ ଝୁଣ୍ଟି ପଡିଲେ କୃଷ୍ଣ ବୋଲେ ଆହାଃ

ରାମ ଝୁଣ୍ଟି ପଡିଲେ କୃଷ୍ଣ ବୋଲେ ଆହାଃ କେଡେ ଦରଦୀ କମଳା ହୃଦୟ ଗୋବିନ୍ଦ ଛନ୍ଦାପାଦକୁ ସଦା ରାମ ଆତ୍ମା ଖୋଜୁଅଛି ସଂସାର ଜଞ୍ଜାଳରେ ନାହିଁ ତିଳେ ଆନନ୍ଦ

No comments:

Post a Comment