Saturday, July 4, 2026

ଦେବକୀ କଷ୍ଟ ଫେଡିଛ ଶ୍ରୀହରି କାହାକୁ ଅଜଣା

ଦେବକୀ କଷ୍ଟ ଫେଡିଛ ଶ୍ରୀହରି କାହାକୁ ଅଜଣା ଅନ୍ଧ ସୁରଦାସକୁ ଉଦ୍ଧରିଛ ହେଉଥିଲା ପଥ ବଣା ଅମୃତ ହୋଇଲା ବିଷ ରଘୁ ଅରକ୍ଷିତ ଭକ୍ଷିଥିଲା ମୋ ବେଳକୁ ଛନ୍ଦାପାଦ ରେଣୁ ହେଉଅଛି ଉଣା

No comments:

Post a Comment