Friday, July 3, 2026

ଧଳା ସେବତୀ କାନ୍ଦୁଛି ଝୁଲିବ

ଧଳା ସେବତୀ କାନ୍ଦୁଛି ଝୁଲିବ ନଭଶ୍ଚୁମ୍ଭି ଟାହିଆରେ କଳା ତୁଳସୀ ଲହୁ ଲୁହାଣ ଲମ୍ବିଥାନ୍ତା କୃଷ୍ଣ ଗଳାରେ କୋଇଲି ବାହୁନି ବାହୁନି ଡାକେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଅଣସର ଘର କୃଷ୍ଣ ଥରେ ନଜର କର ରଥ ଖଳାରେ

No comments:

Post a Comment