Wednesday, July 8, 2026

କୃଷ୍ଣ ଅଧର ବଂଶୀରେ ଏଡ଼େ ଅଧିରେ

କୃଷ୍ଣ ଅଧର ବଂଶୀରେ ଏଡ଼େ ଅଧିରେ ତୁ ବାଜନା ରାଧେ ରାଧେ ରାଧେ ଡାକିକି ମୋ ଚିତ୍ତକୁ ହଜାନା ରାଧା ଶାଶୁ ସପ୍ତ ଫଣା ନାଗ ନଣନ୍ଦ ଉଦର ଜ୍ୱାଳା କୃଷ୍ଣରେ ଗୋଟେ କୁଳବଧୂ ନାଁରେ ଡ଼ିମ୍ବିରା ବଜାନା

No comments:

Post a Comment