Tuesday, July 7, 2026

ଭୋଗ ବାସନା ପଛରେ ଧଇଁ ସଇଁ

ଭୋଗ ବାସନା ପଛରେ ଧଇଁ ସଇଁ ଶରୀରକୁ ଗ୍ରାସିଲା ଅଶେଷ ରୋଗ ଇନ୍ଦ୍ରିୟ ବିକାର ଝୁଣିକି ଖାଇଗଲେ ଶଶ୍ମାନ ଛାଡି ନ ଦିଶଇ ଅନ୍ୟ ଦିଗ

No comments:

Post a Comment