Wednesday, July 1, 2026

ମାଆ ରାମ ଚଣ୍ଡୀ ହେଲେ ମାଆ କମଳା କୋମଳ

ମାଆ ରାମ ଚଣ୍ଡୀ ହେଲେ ମାଆ କମଳା କୋମଳ ହୃଦୟ କମଳରେ ସ୍ଥାପନ କଲେ ରୁକ୍ମଣୀ ଗୋବିନ୍ଦ ସର୍ବ ଅସାର ସଂସାର ଭୋଗ ତେଜି ଇନ୍ଦ୍ରିୟ ସକଳ ଅର୍ଜୁନ ସଖା ଛନ୍ଦା ପାଦରେ ଲଭିଲେ ପରମାନନ୍ଦ

No comments:

Post a Comment