Sunday, November 8, 2026

ସଂସାର ସମୁଦ୍ର ଅଥଳ ଅକୂଳ ବିଷମ ପଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଅଶେଷ ଜୀବ ଯାତ୍ରାକୁ ପଞ୍ଚ ଭୁତ ଶରୀର ନିଷ୍କାମ ସେବା ଫଳ କିଛି ସାଥିରେ ଧରିଥାଅ ମୋ ହୃଦୟ ପାରି କରିଦେବେ ଗୋବିନ୍ଦ ସେତିକି ପାଉଣା ନାଉରୀର

No comments:

Post a Comment