Sunday, November 8, 2026

ଧନ୍ୟ ଧନ୍ୟ ମହାନ ବୈଷ୍ଣବ ଜୟଦେବ କବି ଧନ୍ୟ ଧନ୍ୟ ଆପଣଙ୍କର ଧର୍ମପତ୍ନୀ ପଦ୍ମାବତୀ ଚିର ଅବିସ୍ମରଣୀୟ କେଶବ ଚରଣେ ଭକତି ଘେନ ମୋ ହୃଦୟ ମନ୍ଦିର ଦୀପାବଳି ଆରତି

No comments:

Post a Comment