Sunday, October 25, 2026

କେବେ ଦିଶନ୍ତି ଆପଣ

କେବେ ଦିଶନ୍ତି ଆପଣ ପହଣ୍ଡି ବିଜୟ ଶ୍ରୀଜଗନ୍ନାଥ କେବେ ପୂର୍ଣ୍ଣିମା ରାତି ଚନ୍ଦ୍ର କେବେ ଉଷା ବାଳ ରବି କେବେ ନର ନାରାୟଣ ନାରୀ ନାରାୟଣୀ ସାହାଯ୍ୟ ଅକ୍ଷର ବ୍ରହ୍ମ ଆପଣଙ୍କ ଛନ୍ଦା ଚରଣ ସଦା ହୁଏ ଭାବି

No comments:

Post a Comment