Thursday, October 22, 2026

ମୋତେ ଫୁଲ ଆଉ ତୁଳସୀ ଗୁନ୍ଥିବାକୁ ଦେଇ

ମୋତେ ଫୁଲ ଆଉ ତୁଳସୀ ଗୁନ୍ଥିବାକୁ ଦେଇ ମୋତେ ଛାଡି ସମସ୍ତ ଘରେ ଘେନୁ ପାଦ ପୂଜା ଯଦି ମୋର କିଛି ଅପରାଧ ଦେଖିଲୁ କାଳିଆ କ୍ଷମାକର ଉଡାଅ ପରା ପତିତ ପାବନ ଧ୍ବଜା

No comments:

Post a Comment