Friday, October 23, 2026

ଉଷା ବାଳ ଅରୁଣଙ୍କର

ଉଷା ବାଳ ଅରୁଣଙ୍କର କୋମଳ କିରଣ ସ୍ପର୍ଶ ଲଭିଲେ କମଳ କଳିକା ମଣଇ ନୀଳକନ୍ଦରେ ମଙ୍ଗଳ ଆରତୀ ନୀଳ ନିର୍ମଳ ଶରଦ ଗଗନ ଚନ୍ଦ୍ର ଜୋତ୍ସନା ଆଲିଙ୍ଗନ ମାଆ ପଣତରେ ପ୍ରଚୁର କରୁଣା ମହାଲକ୍ଷ୍ମୀ ଭଗବତୀ

No comments:

Post a Comment